Skip to content
Saturday, 14 November 2026
Breaking News
Video
Programme

ଯାଜପୁରର ବାରୁଣୀ ଘାଟରେ ବୁଡି ଦୁଇ ଆନ୍ଧ୍ରପ୍ରଦେଶ ଦମ୍ପତି ମୃତ

ଯାଜପୁରର ବାରୁଣୀ ଘାଟରେ ବୁଡି ଦୁଇ ଆନ୍ଧ୍ରପ୍ରଦେଶ ଦମ୍ପତି ମୃତ

ଯାଜପୁରର ବାରୁଣୀ ଘାଟରେ ବୁଡି ଦୁଇ ଆନ୍ଧ୍ରପ୍ରଦେଶ ଦମ୍ପତି ମୃତ

Key Points

  • ଯାଜପୁର : ଯାଜପୁର ସହରସ୍ଥ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ବୁଡି ଦୁଇ ଜଣ ଆନ୍ଧ୍ରପ୍ରଦେଶ ଦମ୍ପତି ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି।
  • ସେମାନେ ପରିବାର ସହ ମା ବିରଜାଙ୍କ ଦର୍ଶନ କରିବା ସହ ପିଣ୍ଡଦାନ କରିବାକୁ ଆସିଥିଲେ।
  • ସେମାନେ ଦଶାସ୍ୱମେଧ ଘାଟରେ ପରିବାର ସହ ଗାଧୋଉ ଥିବାବେଳେ ବୁଡି ଯାଇଥିଲେ।

ଯାଜପୁରର ବାରୁଣୀ ଘାଟରେ ବୁଡି ଦୁଇ ଆନ୍ଧ୍ରପ୍ରଦେଶ ଦମ୍ପତି ମୃତ

 

ଯାଜପୁର : ଯାଜପୁର ସହରସ୍ଥ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ବୁଡି ଦୁଇ ଜଣ ଆନ୍ଧ୍ରପ୍ରଦେଶ ଦମ୍ପତି ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ସେମାନେ ପରିବାର ସହ ମା ବିରଜାଙ୍କ ଦର୍ଶନ କରିବା ସହ ପିଣ୍ଡଦାନ କରିବାକୁ ଆସିଥିଲେ। ସେମାନେ ଦଶାସ୍ୱମେଧ ଘାଟରେ ପରିବାର ସହ ଗାଧୋଉ ଥିବାବେଳେ ବୁଡି ଯାଇଥିଲେ।ଖବର ପାଇ ଯାଜପୁର ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କରିବାକୁ ଉଦ୍ୟମ କରି ଉଭୟଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ଏମ ଶ୍ରୀବାସ ସିଲୁ ଓ ଏମ ଦେବୀ ବୋଲି ଜଣା ପଡିଛି।

 

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments