Skip to content
Monday, 30 November 2026
Breaking News
Video
Programme

 ଦିନ ଦ୍ବିପହରରେ ବନ୍ଧୁକ ଦେଖାଇ ୧୩ କୋଟିର ଅଳଙ୍କାର ଲୁଟ୍: ୪ ଲୁଟେରାଙ୍କୁ କାବୁ କଲେ ଲୋକେ

 ଦିନ ଦ୍ବିପହରରେ ବନ୍ଧୁକ ଦେଖାଇ ୧୩ କୋଟିର ଅଳଙ୍କାର ଲୁଟ୍: ୪ ଲୁଟେରାଙ୍କୁ କାବୁ କଲେ ଲୋକେ

 ଦିନ ଦ୍ବିପହରରେ ବନ୍ଧୁକ ଦେଖାଇ ୧୩ କୋଟିର ଅଳଙ୍କାର ଲୁଟ୍: ୪ ଲୁଟେରାଙ୍କୁ କାବୁ କଲେ ଲୋକେ

Key Points

  • ବାରିପଦା: ଦିନ ଦ୍ବିପହରରେ ବନ୍ଧୁକ ଦେଖାଇ ବାରିପଦା ସହରର ଏକ ନାମୀ ଅଳଙ୍କାର ଦୋକାନରୁ ଲୁଟ୍ ହୋଇଥିବାର ଖବର ମିଳିଛି।
  • ଏଠାରୁ ୬ କିଲୋ ସୁନା ଓ ହୀରା ଅଳଙ୍କାର ଲୁଟ୍ ହୋଇଛି।
  • ତେବେ ୪ ଲୁଟେରାଙ୍କୁ କାବୁ କରି ପୁଲିସ୍ ଜିମା ଦେଇଛନ୍ତି ଲୋକେ।

 ଦିନ ଦ୍ବିପହରରେ ବନ୍ଧୁକ ଦେଖାଇ ୧୩ କୋଟିର ଅଳଙ୍କାର ଲୁଟ୍: ୪ ଲୁଟେରାଙ୍କୁ କାବୁ କଲେ ଲୋକେ

 

ବାରିପଦା: ଦିନ ଦ୍ବିପହରରେ ବନ୍ଧୁକ ଦେଖାଇ ବାରିପଦା ସହରର ଏକ ନାମୀ ଅଳଙ୍କାର ଦୋକାନରୁ ଲୁଟ୍ ହୋଇଥିବାର ଖବର ମିଳିଛି। ଏଠାରୁ ୬ କିଲୋ ସୁନା ଓ ହୀରା ଅଳଙ୍କାର ଲୁଟ୍ ହୋଇଛି। ତେବେ ୪ ଲୁଟେରାଙ୍କୁ କାବୁ କରି ପୁଲିସ୍ ଜିମା ଦେଇଛନ୍ତି ଲୋକେ। ଲୁଟ୍ ହୋଇଥିବା ଗହଣାର ମୂଲ୍ୟ ୧୩ କୋଟି ଟଙ୍କା ହେବ ବୋଲି ଦୋକାନର ମାଲିକ ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ, ଆଜି ଖରାବେଳେ ୬ଜଣ ଦୁର୍ବୃତ୍ତ ‌ଗହଣା ଦୋକାନରେ ପହଞ୍ଚିଥିଲେ। ସେମାନେ ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରି ୬ କିଲୋ ସୁନା ଓ ହୀରା ଅଳଙ୍କାର ଲୁଟି ନେଇଥିଲେ। ତେବେ ‌ଉପସ୍ଥିତ ଲୋକେ କୌଶଳକ୍ରମେ ଲୁଟେରାଙ୍କ ଭିତରୁ ୪ ଜଣଙ୍କୁ କାବୁ କରି ପୁଲିସ୍ ଜିମା ଦେଇଥିଲେ। ଏହି ଘଟଣା ବାରିପଦା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। 

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments