ପାରିବାରିକ କଳହର କରୁଣ ପରିଣତି: ପତ୍ନୀକୁ ପିଟିପିଟି ହତ୍ୟା ପରେ ବିଷ ପିଇଲା ସ୍ୱାମୀ

ସୁକିନ୍ଦା: ପାରିବାରିକ କଳହର କରୁଣ ପରିଣତି। ପତ୍ନୀକୁ ପିଟିପିଟି ହତ୍ୟା ପରେବିଷପିଇଲା ସ୍ୱାମୀ। ଗୁରୁତର ଅବସ୍ଥାରେ ଯାଜପୁରଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛି ସ୍ବାମୀ। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବଂଜା ଗ୍ରାମରେ ବିଳମ୍ବିତ ରାତିରେ ଘଟିଛି ଏହି ଅଭାବନୀୟ ଘଟଣା।