ଟ୍ରକ୍-କାର ମୁହାଁମୁହିଁ ଧକ୍କା; ୨ ଜଣଙ୍କର ମୃତ୍ୟୁ, ୫ ଆହତ
ଟ୍ରକ୍-କାର ମୁହାଁମୁହିଁ ଧକ୍କା; ୨ ଜଣଙ୍କର ମୃତ୍ୟୁ, ୫ ଆହତ
ଟ୍ରକ୍-କାର ମୁହାଁମୁହିଁ ଧକ୍କା; ୨ ଜଣଙ୍କର ମୃତ୍ୟୁ, ୫ ଆହତ
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାଲହୁଣିପଡା ଥାନା ଅଧୀନ କଲେଇପୋଷ କଟା ଠାରେ ଆଜି ଏକ ୧୬ ଚକିଆ ଟ୍ରକ୍ ଓ କାର ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୫ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତମାନେ ବରସୁଆଁ ଅଂଚଳର ହୋଇଥିବା ସୂଚନା ମିଳିଛି।

